How-does-it-work-oriya

ଅନ୍ୟମାନଙ୍କୁ Paytm ଦ୍ୱାରା ପୈଠ ଏବଂ ସ୍ୱୀକାର କରିବା ଶିଖାନ୍ତୁ

  • 1. ମୁଁ କାହାକୁ ଶିଖେଇପାରିବି ?

    ଆପଣ ନିଜ ପରିବାର ର ସଦସ୍ୟ,ବନ୍ଧୁ,ପଡୋଶୀ,ଘର କାମରେ ସାହାଯ୍ୟ କରୁଥିବା ବ୍ୟକ୍ତି,ପାଖ ଦୋକାନୀ ଆଦିଙ୍କୁ ଶିଖେଇ ପାରିବେ

  • 2. ମୁ କଣ ଶିଖେଇବା ଉଚିତ?

    a. ଫୋନ ରେ Paytm ଆପ ଡାଉନଲୋଡ଼ କରନ୍ତୁ Paytm ଆକାଉଣ୍ଟ ବନାଇବାରେ ତାଙ୍କୁ ସାହାଯ୍ୟ କରନ୍ତୁ ।

    b. ଶିଖାନ୍ତୁ କେମିତି :

    • ପଇସା ଆଡ଼ କରନ୍ତୁ ।
    • ଅନ୍ୟ Paytm ଉପଭୋକ୍ତା ଙ୍କୁ ପଇସା ପଠାନ୍ତୁ ବା ପୈଠ କରନ୍ତୁ
    • ଅନ୍ୟ Paytm ଉପଭୋକ୍ତା ଙ୍କଠାରୁ ପୈଠ ସ୍ୱୀକାର କରନ୍ତୁ ।
    • ବ୍ୟାଙ୍କ ଆକାଉଣ୍ଟ ରେ ପଇସା ଟ୍ରାନ୍ସ୍ଫର କରନ୍ତୁ
    • Paytm ଉପଯୋଗର ଆଉ ଉଦାହରଣ ।
  • 3. ମୁଁ Paytm କୁ କେମିତି ସୂଚିତ କରିପାରିବି ଯେ ମୁଁ କାହାକୁ Paytm ର ଉପଯୋଗ କରିବା ଶିଖେଇଛି ?

    ଯେତେବେଳେ ଆପଣ କାହାକୁ ଥରେ ଶିଖେଇଦେଉଛନ୍ତି ଯେ Paytm ର ଉପଯୋଗ କେମିତି କରାଯିବ,ତାହା ପରେ Paytm ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଲେଖି ଏକ SMS 9958025050 କୁ ପଠାନ୍ତୁ । ଏଥିରୁ ଆମକୁ ଏହା ସୁନିଶ୍ଚିତ ହେବ ଯେ ଆପଣ ଜଣେ ଭାରତୀୟ ସାଥୀଙ୍କୁ ଡିଜିଟାଲ କ୍ରାନ୍ତି ରେ ଯୋଡ଼ିଲେ

    SMS ର ଉଦାହରଣ:

  • 4. मैं Paytm को कैसे सूचित करूँ कि मैंने एक ऐसी दुकान का sign up किया है, जो अब Paytm से भुगतान स्वीकार करेगी?

    दुकान को Paytm पर Sign Up करने के बाद, कृपया नीचे दिया हुआ फॉर्म भरें, इससे यह सुनिश्चित होगा कि हमें पता है कि आपने एक भारतीय साथी को डिजिटल क्रान्ति से जोड़ा है।

    ज्यादा से ज्यादा मर्चेंट जोड़े और प्रतियोगिता को जीतने का मौका बढ़ाएं।
    http://tiny.cc/paytmeducate